ପ୍ରଥମ ବରଣ
ବିବାହବେଦୀରେ ହାତଗଣ୍ଠି ବା କନ୍ୟାଦାନ— ବିଧି ପୂର୍ବରୁ ବରଙ୍କୁ କନ୍ୟାଦାତାଙ୍କର ବିଧି ଅନୁସାରେ କରିବା ବରଣକର୍ମବିଶେଷ — The rites of formal invitation performed in respect of bridegroom by the bride's father before the marriage tie is bound.