ପ୍ରଥମ ଭାର୍ଯ୍ୟା
ପ୍ରଥମ ସ୍ତ୍ରୀ, ପ୍ରଥମ ଭାରିଯାଅନ୍ୟରୂପ
(ଏହିପରି ସ୍ତ୍ରୀ ପକ୍ଷରେ ପ୍ରଥମ ସ୍ୱାମୀ ଶବ୍ଦର ମଧ୍ୟ ବ୍ୟବହାର ହୁଏ)
ବହୁବିବାହିତ ପୁରୁଷର ପ୍ରଥମ ବିବାହର ସ୍ତ୍ରୀ — The first wife of a person married more than once.