ପ୍ରଥା

ଉଇକିଅଭିଧାନ‌ରୁ

ପ୍ରଥା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବି—(ପ୍ରଥ୍ ଧାତୁ+ କର୍ତ୍ତୃ. ଅ+ ସ୍ତ୍ରୀ. ଆ)[ସମ୍ପାଦନା]

୧. ପଦ୍ଧତି; ରୀତି; ଧାରା —୧. Custom; usage.
୨. ଢଙ୍ଗ —୨. Mode; manner.
୩. (+ଭାବ. ଅ) ବିସ୍ତାର; ବିସ୍ତୃତି — ୩. Extension; spreading out.
୪. ଖ୍ୟାତି; ପ୍ରସିଦ୍ଧ —୪. Celebrity; fame.