Jump to content

ପ୍ରଥିତ

ଉଇକିଅଭିଧାନ‌ରୁ

ପ୍ରଥିତ

ଉଚ୍ଚାରଣ

[ସମ୍ପାଦନା]

(ପ୍ରଥିତ—ବି)

  • (file)

ସଂସ୍କୃତ - ବିଶେଷଣ - (ପ୍ରଥ୍ ଧାତୁ+ କର୍ମ. ତ)

[ସମ୍ପାଦନା]
୧. ପ୍ରସିଦ୍ଧ; ଖ୍ୟାତ — ୧. Famous; celebrated.
୨. ବିସ୍ତୃତ — ୨. Spread; extended; stretched.
୩. ପ୍ରକଟିତ; ପ୍ରକାଶିତ —୩. Published; manifest.
୪. ନିକ୍ଷିପ୍ତ —୪. Thrown; cast.
୫. ଅତି ଦରକାରୀ —୫. Important.
୬. ପ୍ରଶଂସିତ —୬. Praised; eulogised.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବିଷ୍ଣୁ —୧. Bishṇu.
୨. ସ୍ୱରୋଚିଷ ମନୁଙ୍କର ପୁତ୍ରବିଶେଷ — ୨. Name of a son of Swarochisha Manu.