Jump to content

ପ୍ରଦକ୍ଷିଣା

ଉଇକିଅଭିଧାନ‌ରୁ

ପ୍ରଦକ୍ଷିଣା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ ଦକ୍ଷିଣ+ଆ)

[ସମ୍ପାଦନା]
୧. ଆପଣାର ଡ଼ାହାଣଆଡ଼କୁ ବୁଲି ଗତି କରିବା —୧. Moving to the right.
୨. ପରିକ୍ରମା; ପରଭ୍ରମଣ; ଦେବଚା ବା ପୂଜ୍ୟ ବ୍ୟକ୍ତିଙ୍କର ଡାହାଣ ପାଖରୁ ଆରମ୍ଭ କରି ଓ ତାଙ୍କ ଆଡ଼କୁ ଆପଣାର ଡାହଣ ପାଖ ରଖି ତାଙ୍କ ଚାରିଆଡ଼େ ବୁଲି ଆସିବା — ୨. Circumam bulation from left to right; walking round a sacred person or Deity keeping one's right side towards him.
୩. ଉପାସନା; ବନ୍ଦନା —୩. Worshipping.
୪. ନମସ୍କାର —୪. Salutation; obeisance.