Jump to content

ପ୍ରଦର

ଉଇକିଅଭିଧାନ‌ରୁ

ପ୍ରଦର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ ଦୃ ଧାତୁ+ ଭାବ. ଅ)

[ସମ୍ପାଦନା]
୧. ଫାଡ଼ିବା; ବିଦାରଣ — ୧. Tearing; rending.
୨. ଭଙ୍ଗ —୨. Breaking; fracture.
୩. (+ କରମ. ଅ) ବାଣ —୩. An arrow; shaft.
୪. (+ କର୍ମ. ଅ) ଫାଟ —୪. Fissure; cleft.
୫. (+ କର୍ତ୍ତୃ. ଅ) ଅଶ୍ରୁଦ୍ଗର; ସ୍ତ୍ରୀଲୋକଙ୍କର ଜନନେନ୍ଦ୍ରିୟ ବାଟେ ଅତ୍ୟଧିକ ପରିମାଣରେ ନିର୍ଗତ ହେବା ଶ୍ୱେତ ରସ ବା ରକ୍ତ ସ୍ରାବ ରୂପ ରୋଗବିଶେଷ —୫. A female disease; menorrhagis; leucorrhoes.

[ଦ୍ରଷ୍ଟବ୍ୟ —ଏହା ଶ୍ୱେତ ଓ ରକ୍ତ ସ୍ରାବ ଭେଦରେ ୨ ପ୍ରକାର ଯଥା—ଶ୍ୱେଦପ୍ରଦର (Leucorrhoea) ଓ ରକ୍ତପ୍ରଦର (metrorrhagia).