ପ୍ରଦର୍ଶକ
ଦେଖଣା
ପ୍ରଦର୍ଶକ
ଉଚ୍ଚାରଣ
[ସମ୍ପାଦନା](ପ୍ରଦର୍ଶିକା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ. (ପ୍ର+ ସଦର୍ଶକ)
[ସମ୍ପାଦନା]- ୧. ଯେ କୌଣସି ବିଷୟ ଦେଖାଏ —୧. Exhibiting; producing before the eyes.
- ୨. ବ୍ୟାଖ୍ୟାକାରୀ —୨. Propounding.
- ୩. ଯେ ଶିକ୍ଷା ଦିଏ —୩. Teaching.
- ୪. (ପଥ) କଢ଼ାଇବା (ବ୍ୟକ୍ତି) — ୪. Leading (the way.)
- ୫. ଯେ କୌଣସି ବିଷୟ ଦେଖାଇଦିଏ — ୫. Pointing out; showing.
- ୬. ଯେ ଦେଖେ —୬. Seeing.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଶିକ୍ଷକ; ଗୁରୁ —୧. Teacher.
- ୨. ବ୍ୟାଖ୍ୟାକାରୀ ବ୍ୟକ୍ତି —୨. Expounder; propounder.
- ୩. ଭବିଷ୍ୟଦ୍ ବକ୍ତା —୩. Seer; prophet.
- ୪. ଦର୍ଶକ —୪. Spectator.