Jump to content

ପ୍ରଦର୍ଶନୀ

ଉଇକିଅଭିଧାନ‌ରୁ

ପ୍ରଦର୍ଶନୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପ୍ରଦର୍ଶନୀ+ ସ୍ତ୍ରୀ. ଈ)

[ସମ୍ପାଦନା]

ମେଳା; ଯେଉଁଠାରେ ବହୁ ସ୍ଥାନରୁ ସଂଗୃହୀତ ଦ୍ରବ୍ୟ ସମ୍ଭାର ସାଧାରଣଙ୍କୁ ପ୍ରଦର୍ଶିତ ହୁଏ —A show; an exibition; a fair.

[ଦ୍ରଷ୍ଟବ୍ୟ —ଯେଉଁ ଯେଉଁ ବିଷୟକ ଦ୍ରବ୍ୟମାନ ପ୍ରଦର୍ଶନୀରେ ପ୍ରଦର୍ଶିତ ହୁଏ ସେହି ସେହି ବିଷୟ ବା ଦ୍ରବ୍ୟର ନାମରେ ପ୍ରଦର୍ଶନୀର ନାମ— କରଣ ହୁଏ, ଯଥା—ପୁଷ୍ପ ପ୍ରଦର୍ଶନୀ, ଶିଳ୍ପ ପ୍ରଦର୍ଶନୀ, କୃଷି ପ୍ରଦର୍ଶନୀ, ପଶୁ ପ୍ରଦର୍ଶନୀ]