Jump to content

ପ୍ରଦାତା

ଉଇକିଅଭିଧାନ‌ରୁ

ପ୍ରଦାତା

ଉଚ୍ଚାରଣ

[ସମ୍ପାଦନା]

ପ୍ରଦାୟକ, ପ୍ରଦାୟୀଅନ୍ୟରୂପ

(ପ୍ରଦାତ୍ରୀ, ପ୍ରଦାୟିକା, ପ୍ରଦାୟିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପ୍ର+ ଦାତୃ ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁକ୍ତ ହୁଏ)

[ସମ୍ପାଦନା]
୧. ପ୍ରଦ; ଯେ ଦିଏ; ଦାନକର୍ତ୍ତା — ୧. Giving; bestowing.
୨. ଅତ୍ୟନ୍ତ ପ୍ରଦାନଶୀଳ — ୧. Very liberal.