Jump to content

ପ୍ରଦିଗ୍ଧ

ଉଇକିଅଭିଧାନ‌ରୁ

ପ୍ରଦିଗ୍ଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ ଦିହ୍ ଧାତୁ+ କର୍ମ. ତ)

[ସମ୍ପାଦନା]
୧. ବୋଳା— ହୋଇଥିବା; ଲିପ୍ତ —୧. Smeared; daubed; annionted.
୨. ସ୍ନିଗ୍ଧ; ତୈଳରେ ବା ଘୃତରେ ଘୃତରେ ସିକ୍ତ (ହିନ୍ଦୀ - ଶ.) — ୨. Besmeared with oil or ghee.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମାଂସ ବ୍ୟଞ୍ଜନବିଶେଷ; ବହୁ ପରିମାଣରେ ମସଲା ଗୋଳିଆ ହୋଇ ଘିଅର ଓ ଦହିର ଛିଟା ଦିଆଯାଇ

ସିଝା ହୋଇଥିବା ମାଂସ ତରକାରୀ —A kind of meat- curry; curry prepared by frying meat with ghee and curd.