Jump to content

ପ୍ରଦୀପ

ଉଇକିଅଭିଧାନ‌ରୁ

ପ୍ରଦୀପ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ପ୍ର+ଦୀପ)

୧. ଦୀପ — ୧. A lamp.
୨. ବର୍ତ୍ତିସ୍ଥ ଜ୍ୱଲନ୍ତ ଅଗ୍ନିସିଖା — ୨. A flame issuing from a burning wick
୩. ଦୀପ୍ତି; ପ୍ରଭା —୩. Dazzling; brilliance.
୪. (ଲକ୍ଷଣାର୍ଥ) ଆଲୋକ ବା ଜ୍ଞାନପ୍ରଦ ବସ୍ତୁ — ୪. (Figurative) Anything which gives knowledge or light.

(ଯଥା—ଜ୍ଞାନ ପ୍ରଦୀପ; ନୀତି ପ୍ରଦୀପ)

୫. ପ୍ରଦୀପ ବସ୍ତୁ ମନଙ୍କୁ ପ୍ରକାଶିତ କରିବା ପରି କୌଣସି ଗ୍ରନ୍ଥକୁ ସମୁଜ୍ଜ୍ୱଳ ବ୍ୟାଖ୍ୟା କରିବା ଗ୍ରନ୍ଥ — ୫. A commentary.
୬. ଦୀପକ ରାଗର ପୁତ୍ର, ରାଗିଣୀବିଶେଷ (ହିନ୍ଦୀ - ଶ) — ୬. Name of a secondary musical air.
  • (file)
  • (file)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

(ଲକ୍ଷଣାର୍ଥ) ଗୌରବପ୍ରଦ — (figurative) Shedding glory; glorious.

(ଯଥା—କୁଳ ପ୍ରଦୀପ)