ପ୍ରଦୀପକ
ଦେଖଣା
ପ୍ରଦୀପକ
ଉଚ୍ଚାରଣ
[ସମ୍ପାଦନା](ପ୍ରଦୀପିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁ (ପ୍ର+ଦୀପକ)
[ସମ୍ପାଦନା]- ୧. ପ୍ରଦୀପନକାରକ; ଯାହା ଉଦ୍ଦୀପନ କରେ —୧. Kindling; igniting.
- ୨. ଉତ୍ତେଜକ —୨. Exciting; stimulating.
- ୩. ଯାହା ଆଲୋକିତ କରେ — ୩. Shedding light; illuminating.
- ୪. ଯାହା ଗୌରବ ବୃଦ୍ଧି କରେ — ୪. Glorious; glorifying.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଏକପ୍ରକାର ଭୟଙ୍କର ମାରାତ୍ମକ ଉଦ୍ଭିଜ୍ଜ ବିଷ — ୧. Kind of fatal vegetable poison.
[ ଦ୍ର—ଏହା ଖଜୁରି ଗଛର ପତ୍ରପରି ପତ୍ରଥିବା ଗୋଟିଏ ଗଛର ମୂଳ ଓ ଏହା ସମୁଦ୍ର ଉପକୂଳରେ ଜନ୍ମେ—ହିନ୍ଦୀ - ଶ]
- ୨. ଲଣ୍ଟନ —୨. Lantern.