ପ୍ରଦୀପନ
ଦେଖଣା
ପ୍ରଦୀପନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+ଦୀପନ)
[ସମ୍ପାଦନା]- ୧. ଉଦ୍ଦୀପନ, ଜଳାଇବା, ନିଆଁ ଲଗାଇବା —୧. KIndling; inflaming. igniting; setting fire to.
- ୨. ଉତ୍ତେଜନ —୨. Exciting; stimulating.
- ୩. ପ୍ରକାଶକରଣଚ ପ୍ରକାଶନ; ଉଦ୍ଭାସନ — ୩. Exhibiting; illuminating.
- ୪. ଅଗ୍ନିପରି ଉଜ୍ଜ୍ୱଳବର୍ଣ୍ଣ ସ୍ଥାବର ବିଷବିଶେଷ — ୪. A mineral poison of red colour (probably phosphorus).
- ୫. ଗୌରବ ବର୍ଦ୍ଧନ —୫. Glorification.