ପ୍ରଦୀପ୍ତ
ଦେଖଣା
ପ୍ରଦୀପ୍ତ
ଉଚ୍ଚାରଣ
[ସମ୍ପାଦନା](ପ୍ରଦୀପ୍ତି—ବି)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ପ୍ର+ଦୀପ୍ତ)
[ସମ୍ପାଦନା]- ୧. ପ୍ରଜ୍ଜାଳିତ — ୧. Kindled; lighted up; inflemed.
- ୨. ପ୍ରକାଶିତ —୨. Manifested.
- ୩. ଦାଉ ଦାଉ ଜଳୁଥିବା —୩. Blazining; burning.
- ୪. ଉତ୍ତେଜିତ —୪. Excited; stimulated.
- ୫. ଖୁବ୍ ଉଜ୍ଜ୍ୱଳ —୫. Very bright; dazzlingly bright.