Jump to content

ପ୍ରଦେଶିନୀ

ଉଇକିଅଭିଧାନ‌ରୁ

ପ୍ରଦେଶିନୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ଦିଶ୍ ଧାତୁ=ଦେଖାଇବା+ଅନ (ଇନ) +ସ୍ତ୍ରୀ. ଈ; ଯାହା ସାହାଯ୍ୟରେ କୌଣସି ବସ୍ତୁକୁ ଦେଖାଇ ଦିଆଯାଏ)

[ସମ୍ପାଦନା]

ତର୍ଜନୀ; ବିଶି ଆଙ୍ଗୁଠି — The fore finger; the index finger.