ପ୍ରଦେଶୀ
ଦେଖଣା
ପ୍ରଦେଶୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପ୍ରଦେଶିଆ—ଅନ୍ୟରୂପ)
ଦେଶଜ - ବିଶେଷଣ - (ସଂସ୍କୃତ - ପରଦେଶୀୟ)
[ସମ୍ପାଦନା]- ୧. ବିଦେଶୀୟ —୧. Belonging to a foreign country;
- ୨. ପ୍ରବାସୀ —୧. Sojourning; living abroad.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବିଦେଶୀୟ ବ୍ୟକ୍ତି —୧. Foreigner.
- ୨. ପ୍ରବାସୀ ଲୋକ —୨. Sajourner.
=== ସଂସ୍କୃତ - ବିଶେଷଣ - (ପ୍ରଦେଶ+ଈ)
ପ୍ରଦେଶ ସମ୍ୱନ୍ଧୀୟ — Provincial.