Jump to content

ପ୍ରଦେହ

ଉଇକିଅଭିଧାନ‌ରୁ

ପ୍ରଦେହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ଦିହ୍ ଧାତୁ+ଭାବ. ଅ)

[ସମ୍ପାଦନା]
୧. ପ୍ରଲେପନ; ଲେପିବା — ୧. Smearing: anointing.
୨. (+କର୍ମ. ଅ) ମଲମ; ପ୍ରଲେପ — ୨. An unguent; unction; ointment.
୩. ସୁଶ୍ରୁତୋକ୍ତ ବ୍ୟ଼ଞ୍ଜନବିଶେଷ (ହିନ୍ଦୀ - ଶ) — ୩. A kind of curry.