ପ୍ରଦେୟ
(ପ୍ରଦେୟା—ସ୍ତ୍ରୀ)
ପ୍ରଦାନ ଯୋଗ୍ୟ; ପ୍ରଦତ୍ତ ହେବା ଯୋଗ୍ୟ — Bestowable; conferrable; fit to be given away.
ଭେଟି; ନେଜରାନା (ହିନ୍ଦୀ - ଶ) —Present.