Jump to content

ପ୍ରଦେୟା

ଉଇକିଅଭିଧାନ‌ରୁ

ପ୍ରଦେୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ପ୍ରଦେୟ+ସ୍ତ୍ରୀ. ଆ)

[ସମ୍ପାଦନା]
୧. 'ପ୍ରଦେୟ'ର ସ୍ତ୍ରୀଲିଙ୍ଗ — ୧. Feminine of Pradeya.
୨. ଯେଉଁ କନ୍ୟା ବରଙ୍କୁ ପ୍ରଦତ୍ତ ହେବାର ଉପଯୁକ୍ତା ହୋଇ— ଅଛି; ବିବାହଯୋଗ୍ୟା —୨. Marriageable (girl); fit to he given in marriage.