ପ୍ରଦୋଷ
ଦେଖଣା
ପ୍ରଦୋଷ
ଉଚ୍ଚାରଣ
[ସମ୍ପାଦନା](ପ୍ରଦୋଷା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପ୍ର=ଆକମ୍ଭ+ଦୋଷା=ରାତ୍ରି+ଅ; କିମ୍ୱା ପ୍ର+ ଦୋଷ; ଯେଉଁ ସମୟରେ ଦୁଷ୍ଟ ଲୋକେ ଅପରାଧ କରନ୍ତି)
[ସମ୍ପାଦନା]- ୧. ସାୟଂକାଳ; ସନ୍ଧ୍ୟା; ରଜନୀମୁଖ — ୧. Nightfall; evening.
- ୨. (ପ୍ର+ଦୋଷ)—ଗୁରୁତର ଦୋଷ — ୨. Grave fault
ସଂସ୍କୃତ - ବଣ.ପୁଲିଙ୍ଗ - (ପ୍ର+ଦୋଷ)
[ସମ୍ପାଦନା]- ୧. ମନ୍ଦ; ଦୁଷ୍ଟ — ୧. Wicked; bad.
- ୨. ପାପିଷ୍ଠ —୨. Sinful.
- ୩. ବିଶେଷ ଦୋଷଯୁକ୍ତ — ୩. Vitiated; very defective.