Jump to content

ପ୍ରଦ୍ରାବ

ଉଇକିଅଭିଧାନ‌ରୁ

ପ୍ରଦ୍ରାବ

ଉଚ୍ଚାରଣ

[ସମ୍ପାଦନା]

(ପ୍ରଦ୍ରୁତା—ବିଣ)

ସଂସ୍କୃତ - ବିଶେଷ୍ୟ - (ପ୍ର+ଦ୍ରୁ ଧାତୁ=ଯିବା+ଭାବ. ଅ)

[ସମ୍ପାଦନା]
୧. ପ୍ରସ୍ଥାନ; ପଳାୟନ୍ତ —୧. Flight; retreat; fleeing away.
୨. ଦଉଡ଼ିବା —୨. Running.
୩. ଦ୍ରୁତ ଗତି —୩. Speed; quick motion.