ପ୍ରଦ୍ୟୁମ୍ନ
ଦେଖଣା
ପ୍ରଦ୍ୟୁମ୍ନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର=ପ୍ରସିଦ୍ଧ+ଦ୍ୟୁମ୍ନ=ଶକ୍ତି; ପ୍ରକୃଷ୍ଟ ଶକ୍ତି ଥିବାରୁ)
[ସମ୍ପାଦନା]- ୧. କନ୍ଦର୍ପ; କାମ; ମଦନ — ୧. Cupid.
- ୨. (ନାମ) ଶ୍ରୀକୃଷ୍ଣଙ୍କ ଜ୍ୟେଷ୍ଠ ପୁତ୍ର —୨. The name of the eldest son of Ṡrīkṛushṇa.
[ ଦ୍ର—ଏ ଶ୍ରୀକୃଷ୍ଣଙ୍କ ଔରସରେ ରୁକ୍ମିଣୀଙ୍କ ଗର୍ଭରୁ ଜାତ ହୋଇ ଥିଲେ ଏ ବିଷ୍ଣୁଙ୍କର ୪ର୍ଥ ଅଂଶଜ]