Jump to content

ପ୍ରଦ୍ୟୋତନ

ଉଇକିଅଭିଧାନ‌ରୁ

ପ୍ରଦ୍ୟୋତନ

ଉଚ୍ଚାରଣ

[ସମ୍ପାଦନା]

(ପ୍ରଦ୍ୟୋତିତ, ପ୍ରଦ୍ୟୋତକ—ବିଣ)

ସଂସ୍କୃତ - ବିଶେଷଣ - (ପ୍ର+ଦ୍ୟୁତ୍ ଧାତୁ+କର୍ତ୍ତୃ. ଅନ)

[ସମ୍ପାଦନା]
୧. ଦ୍ୟୋତନଶୀଳ; ଉଜ୍ଜ୍ୱଳ; ଜଳୁଥିବା — ୧. Blazing; radiant.
୩. (ପ୍ର+ଦ୍ୟୁତ୍ ଧାତୁ ଣିଚ୍+କର୍ତ୍ତ଼ୃ. ଅନ)— ଯହା ଉଜ୍ଜ୍ୱଳ ବା ଆଭାମୟ କରେ — ୩. Illuminating; brightening.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (+ଭାବ. ଅନ) ଆଭା; ଓଜ୍ଜଲ୍ୟ — ୧. Lustre; radiance; blaze.
୨. (+କର୍ତ୍ତୃ. ଅନ) ସୂର୍ଯ୍ୟ —୨. The sun.