Jump to content

ପ୍ରଦ୍ୟ୍ୟୋତ

ଉଇକିଅଭିଧାନ‌ରୁ

ପ୍ରଦ୍ୟ୍ୟୋତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ଦ୍ୟୁତ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. କିରଣ; ପଶ୍ମି —୧. Ray of light.
୨. ଆଭା; ଦୀପ୍ତି; ଆଲୁଅ — ୨. Light; Iustre; radiance;
୩. (ନାମ) ନୃପବିଶେଷ —୩. Name of a king.
୪. (ନାମ) ଯକ୍ଷବିଶେଷ —୪. Name of a J̄aksha.