Jump to content

ପ୍ରଧମନ

ଉଇକିଅଭିଧାନ‌ରୁ

ପ୍ରଧମନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ଧ୍ମା ଧାତୁ+ଭାବ. ଅନ)

[ସମ୍ପାଦନା]
୧. ନାକଦ୍ୱାରା ଔଷଧାର୍ଥ ନସ୍ୟାଦି ଶୁଙ୍ଘିବା କ୍ରିୟା (ହିନ୍ଦୀ - ଶ) — ୧. The act of taking something through the nose for a medicinal purpose.
୨. (+କର୍ମ. ଅନ) ଔଷଧାର୍ଥେ ବ୍ୟବହୃତ ନସ୍ୟ — ୨. Medicinal snuff.