ପ୍ରଧାନତଃ
ଦେଖଣା
ପ୍ରଧାନତଃ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - କ୍ରି. ବିଶେଷଣ - (ପ୍ରଧାନ+ତସ୍)
[ସମ୍ପାଦନା]- ୧. ଶ୍ରେଷ୍ଠତାନୁସାରେ ୧. According to eminence.
- ୨. ଆଦୌ —୨. Firstly.
- ୩. ପ୍ରାଧାନ୍ୟତଃ —୩. Chiefly.
[ ଦ୍ର—ବିଶେଷ୍ୟ ଓ ସର୍ବନାମ ପରେ ତସ୍ ପ୍ରତ୍ୟୟ ହେବା ସଂସ୍କୃତ ବ୍ୟାକରଣର ନିୟମ ଅଟେ; କିନ୍ତୁ ଓଡ଼ିଆ ଲେଖକମାନେ ବିଶେଷଣ ସଙ୍ଗେ ମଧ୍ୟ ତସ୍ ପ୍ରତ୍ୟୟ କରି ସ୍ଥୂଳତଃ ଆଦି ପ୍ରୟୋଗ କରନ୍ତି, କିନ୍ତୁ ଏ ପ୍ରୟୋଗ ଠିକ୍ ନୁହେଁ 'ପ୍ରଧାନତଃ' ଶବ୍ଦରେ ପ୍ରଧାନ ଶବ୍ଦ ବିଶେଷ୍ୟରୂପେ ବ୍ୟବହୃତ]