Jump to content

ପ୍ରଧାନତ୍ୱ

ଉଇକିଅଭିଧାନ‌ରୁ

ପ୍ରଧାନତ୍ୱ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରଧାନ+ତା[ତ୍ୱ଼])

[ସମ୍ପାଦନା]
୧. ପ୍ରାଧାନ୍ୟ — ୧. Excellence.
୨. ଶ୍ରେଷ୍ଠତା —୨. Pre-eminence.
୩. ଉତ୍କର୍ଷ —୩. Superiority.