ପ୍ରଧାନାଙ୍ଗ
ଦେଖଣା
ପ୍ରଧାନାଙ୍ଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ପ୍ରଧାନ+ଅଙ୍ଗ)
[ସମ୍ପାଦନା]- ୧. ଉତ୍ତମାଙ୍ଗ; ମସ୍ତକ ୧. The head.
- ୨. ସମାଜର ମୁଖ୍ୟ ସଭ୍ୟ —୨. A pre-eminet member of an assembly.
- ୩. ରାଜ୍ୟର ପ୍ରଧାନ ବ୍ୟକ୍ତି — ୩. The chief personage in a kingdom.
- ୪. ଶ୍ରେଷ୍ଠ ଅବୟବ —୪. Chief limb.
- ୫. ପ୍ରଧାନ ଉପକରଣ —୫. Chief material.
- ୬. ଉତ୍ତମଙ୍ଗ ବା କାର୍ଯ୍ୟକାରୀ —୬. A serviceable limb.