ପ୍ରଧାନ ପାଟ
ଦେଖଣା
ପ୍ରଧାନ ପାଟ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ବାମଣ୍ଡା ରାଜ୍ୟର ରାଜଧାନୀ ଦେବଗଡ଼ର ସନ୍ନିକଟସ୍ଥ ଗୋଟିଏ ଝର — Name of a mountain-spring in the State of Bamra in Orissa.
ପ୍ରଧାନ ପାଟର ପ୍ରପାତ ଭୀଷଣ—ରାଧାନାଥ ନନ୍ଦିକେଶ୍ୱରୀ
[ ଦ୍ର—ଏହିଠାରୁ ଯନ୍ତ୍ରଦ୍ୱାରା ଜଳ ନିଆଯାଇ ଦେବଗଡ଼ବାସୀଙ୍କୁ କଳପାଣି ଯୋଗାଯାଏ ବାମଣ୍ଡାର ରାଜା ସ୍ୱର୍ଗୀୟ ସୁଢଳ ଦେବ ଏ ପ୍ରପାତର ଧାରେ ଧାରେ ପାହାଡ଼ର ଉପରକୁ ଉଠିବା ପାଇଁ ପକ୍କା ସିଡ଼ି କରିଥିବାରୁ ସେହି ସିଡ଼ି ବାଟେ ଏ ଝରଣାର ମୂଳଦେଶରୁ ପାହାଡ଼ ଉପରକୁ ଉଠି ହୁଏ ଏହାର ଶୋଭା ଅତି ମନୋହର]