Jump to content

ପ୍ରଧି

ଉଇକିଅଭିଧାନ‌ରୁ

ପ୍ରଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ଧା ଧାତୁ=ଧାରଣ କରିବା+କର୍ତୃ. ଇ; ଯାହା ଚକ୍ରକୁ ଧାରଣ କରେ)

[ସମ୍ପାଦନା]

ଚକ୍ରର ଧାର; ନେମି; ପହି — The rim or periphiry of a wheel.