Jump to content

ପ୍ରଧୂପ୍ରିତ

ଉଇକିଅଭିଧାନ‌ରୁ

ପ୍ରଧୂପ୍ରିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ଧୂପ୍ ଧାତୁ=ସନ୍ତପ୍ତ କରିବା+କର୍ମ. ତ)

[ସମ୍ପାଦନା]
୧. ସନ୍ତାପିତ —୧. Afflicted.
୨. ଉତ୍ତୃପ୍ତ —୨. Heated.
୩. ପ୍ରଦୀପ୍ତ —୩. Inflamed.
୪. ଉତ୍ତେଜିତ —୪. Excited.