Jump to content

ପ୍ରଧୂମିତ

ଉଇକିଅଭିଧାନ‌ରୁ

ପ୍ରଧୂମିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ଧୂମ+ଯୁକ୍ତାର୍ଥେ. ଇତ)

[ସମ୍ପାଦନା]
୧. ଧୂମାୟିତ; ଧୂଆଁ ହେଉଥିବା; କୁହୁଳୁ ଥିବା; ଯହିଁରୁ ଧୂଆଁ ବାହାରୁ ଥାଏ —୧. Smoking; smouldering.
୨. ଜ୍ୱଲନୋନ୍ମଖ —୨. About to burn.