Jump to content

ପ୍ରଧ୍ମାତ

ଉଇକିଅଭିଧାନ‌ରୁ

ପ୍ରଧ୍ମାତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ଧ୍ମା ଧାତୁ=ଶବ୍ଦ କରିବା; ନିଆଁ ଲଗାଇବା+ କର୍ମ. ତ)

[ସମ୍ପାଦନା]
୧. ଧ୍ୱନିତ; ମୁଖରିତ; ଶବ୍ଦାୟମାନ — ୧. Resounded; resonant.
୨. ବାୟୁପୂରିତ; ଯହିଁରେ ଫୁଙ୍କି କରି ପୂରା ଯାଇଥାଏ — ୨. Filled with wind blown; inflated with wind.
୩. ସନ୍ଧୁନ୍ଧିତ; ପ୍ରଜ୍ଜ୍ୱାଳିତ — ୩. Inflamed; ignited; kindled.
୪. ପ୍ରତିଧ୍ୱନିରେ ପୂର୍ଣ୍ଣ — ୪. Reverberated; filled with echoes.