Jump to content

ପ୍ରଧ୍ୱଂସ

ଉଇକିଅଭିଧାନ‌ରୁ

ପ୍ରଧ୍ୱଂସ

ଉଚ୍ଚାରଣ

[ସମ୍ପାଦନା]

(ପ୍ରଧ୍ୱଂସକ, ପ୍ରଧ୍ୱଂସୀ, ପ୍ରଧ୍ୱସ୍ତ—ବିଣ)

ସଂସ୍କୃତ - ବିଶେଷ୍ୟ - (ପ୍ର+ଧ୍ୱଂସ)

[ସମ୍ପାଦନା]
୧. ବିନାଶ — ୧. Ruin; destruction.
୨. (ସାଂଖ୍ୟ) କୌଣସି ବସ୍ତୁର ଅତୀତ ଅବସ୍ଥା (ହିନ୍ଦୀ - ଶ.) —୨. (Sāṁkhya philosophy) The past condition of a thing.