Jump to content

ପ୍ରପଞ୍ଚିତ

ଉଇକିଅଭିଧାନ‌ରୁ

ପ୍ରପଞ୍ଚିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ପଂଚ ଧାତୁ+କର୍ମ ତ)

[ସମ୍ପାଦନା]
୧. ବିସ୍ତୃତ — ୧. Expanded; diffused.
୨. ମାୟାପୂର୍ଣ୍ଣ —୨. Full of illusion; illusive.
୩. ଭ୍ରମଯୁକ୍ତ; ଭ୍ରାନ୍ତିପୂର୍ଣ୍ଣ —୩. Erring; mistaken.
୪. ପ୍ରବଞ୍ଚିତ —୪. Deceived; baguiled.
୫. ବିସ୍ତାରିତରୂପେ ପ୍ରକାଶିତ; ବ୍ୟାଖ୍ୟାତ — ୫. Fully explained; dilated; manifested.