Jump to content

ପ୍ରପଞ୍ଚୀ

ଉଇକିଅଭିଧାନ‌ରୁ

ପ୍ରପଞ୍ଚୀ

ଉଚ୍ଚାରଣ

[ସମ୍ପାଦନା]
(ପ୍ରପଞ୍ଚିନୀ—ସ୍ତ୍ରୀ) 

(ପ୍ରପଞ୍ଚିଆ—ଦେଶଜରୂପ)

ସଂସ୍କୃତ - ବିଶେଷଣ - ପୁଂ—(ପ୍ରପଞ୍ଚ+ଇନ୍;୧ମା. ୧ବ)

[ସମ୍ପାଦନା]

ଦୁଷ୍ଟ — Wicked.

କନ୍ଦର୍ପ ପ୍ରପଞ୍ଚୀ, କପର୍ଦ୍ଦଭ୍ରମେ ଯିବା ଅବା ଘୁଞ୍ଚି ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି