ପ୍ରପନ୍ନ
ଦେଖଣା
ପ୍ରପନ୍ନ
ଉଚ୍ଚାରଣ
[ସମ୍ପାଦନା](ପ୍ରପନ୍ନା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ. (ପ୍ର+ପଦ୍ ଧାତୁ=ଗମନ କରିବା, ପାଇବା+ କର୍ତ୍ତୃ. ତ)
[ସମ୍ପାଦନା]- ୧. ଶରଣାଗତ; ଆଶ୍ରିତ — ୧. Taking refuge with.
- ୨. ଅବଲମ୍ୱନା କରିଥିବା —୨. Resorting to.
- ୩. ପ୍ରାପ୍ତ; ଅଧିଗତ —୩. Attained; obtained; got; received.
- ୪. ରକ୍ଷିତ —୪. Sheltered; Protected.
- ୫. ସ୍ୱୀକୃତ; ଅଙ୍ଗୀକୃତ —୫. Agreed to; promised.
- ୬. ନିର୍ଧନ; ଗରିବ —୬. Poor. needy.
- ୭. ପୀଡ଼ିତ —୭. Afficted; distressed.
- ୮. ଆସକ୍ତ; ସଂସକ୍ତ —୮. Adhering to; attached to.
- ୯. କୃତାନ୍ୱେଷଣ —୯. Seeking.
- ୧. ସମାଗତ; ଉପସ୍ଥିତ —୧୦. Arrived; reached.