Jump to content

ପ୍ରପାତ

ଉଇକିଅଭିଧାନ‌ରୁ

ପ୍ରପାତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ପତ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଆଗକୁ କୁଦୁଥିବା ବା ଡ଼େଉଁଥିବା — Leaping forward (Howells).

(ସଂସ୍କୃତ - ବି+ଅପାଦାନ. ଅ)

[ସମ୍ପାଦନା]
୧. ପର୍ବତର ଭୃଗୁଦେଶ; ପର୍ବତର ଉଚ୍ଚସ୍ଥାନ ବା ଅତଡ଼ି —୧. Precipice; cliff of a hill; steep declivity.
୨. ତୀର; କୂଳ —୨. Bank; shore.
୩. (+ କର୍ତ୍ତୃ. ଅ) ନିର୍ଝର; ଝରଣା —୩. Waterfall; cascade.
୪. (+ଭାବ. ଅ)—ପତନ —୪. Fall.