Jump to content

ପ୍ରପାନ

ଉଇକିଅଭିଧାନ‌ରୁ

ପ୍ରପାନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ପାନ)

[ସମ୍ପାଦନା]
୧. ପ୍ରପା (ଦେଖ) - ୧. Prapā (See).
୨. ଘୋଡ଼ାର ଉପର ଥୋମଣିର ନିମ୍ନଭାଗ — ୨. The under part of a horse's upper lip (Apte).
୩. ପଣା; ସରବତ୍ —୩. A sort of sweet drink.