Jump to content

ପ୍ରପାନକ

ଉଇକିଅଭିଧାନ‌ରୁ

ପ୍ରପାନକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରପାନ+ସ୍ୱାର୍ଥେ. କ)

[ସମ୍ପାଦନା]

ଖଣ୍ଡମରୀଚାଦି ମିଶ୍ରିତ ପାନୀୟବିଶେଷ; ପଣା; ସରବତ୍ — A sort of sweet drink made of sugar and spices.