Jump to content

ପ୍ରପିତାମହ

ଉଇକିଅଭିଧାନ‌ରୁ

ପ୍ରପିତାମହ

ଉଚ୍ଚାରଣ

[ସମ୍ପାଦନା]
(ପ୍ରପିତାମହୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ପ୍ର+ପିତାମହ)

[ସମ୍ପାଦନା]
୧. ପିତାମହଙ୍କ ପିତା — ୧. Paternal great grandfather.
୨. ସର୍ବଲୋକପିତାମହ; ବ୍ରହ୍ମା — ୨. Brahmā
୩. ପରଂବ୍ରହ୍ମ —୩. The Supreme Spirit (Apte).
୪. କୃଷ୍ଣ —୪. Kṛushṇa (Apte).