Jump to content

ପ୍ରଫୁଲ୍ଲତା

ଉଇକିଅଭିଧାନ‌ରୁ

ପ୍ରଫୁଲ୍ଲତା

ଉଚ୍ଚାରଣ

[ସମ୍ପାଦନା]

(ପ୍ରଫୁଲ୍ଲ—ବିଣ)

=== ସଂସ୍କୃତ - ବିଶେଷ୍ୟ - [ପ୍ରଫୁଲ୍ଲ+ଭାବାର୍ଥରେ ତା (ତ୍ୱ)]

୧. ବିକାଶ; ବିସ୍ତୃତି; ବିସ୍ତାର — ୦୧. Expansion.
୨. ଆହ୍ଲାଦ; ଉଲ୍ଲାସ; ହର୍ଷ — ୨. Cheerfulness; gaiety; gladness.