Jump to content

ପ୍ରଫୁଲ୍ଲନୟନ

ଉଇକିଅଭିଧାନ‌ରୁ

ପ୍ରଫୁଲ୍ଲନୟନ

ଉଚ୍ଚାରଣ

[ସମ୍ପାଦନା]

(ପ୍ରଫୁଲ୍ଲନେତ୍ର, ପ୍ରଫୁଲ୍ଲଲୋଚନ—ଅନ୍ୟରୂପ)

ପ୍ରଫୁଲ୍ଲନୟନା, ପ୍ରଫୁଲ୍ଲନେତ୍ରୀ, ପ୍ରଫୁଲ୍ଲଲୋଚନା—ସ୍ତ୍ରୀ

=== ସଂସ୍କୃତ - ବିଶେଷ୍ୟ - (କର୍ମଧା; ପ୍ରଫୁଲ୍ଲ+ନୟନ)

ହର୍ଷୋତ୍ଫୁଲ୍ଲ ଚକ୍ଷୁଃ Beaming eyes; eyes sparkling with gladness.

ସଂସ୍କୃତ - ବିଶେଷଣ - ପୁଂ—(ବହୁବ୍ରୀହି)

[ସମ୍ପାଦନା]

ହର୍ଷୋତ୍ ଫୁଲ୍ଲ ନୟନଯୁକ୍ତ — With sparkling eyes.