ପ୍ରଫୁଲ୍ଲବଦନ
(ପ୍ରଫୁଲ୍ଲମୁଖ—ଅନ୍ୟରୂପ)
ପ୍ରଫୁଲ୍ଲ ବଦନା, ପ୍ରଫୁଲ୍ଲ ମୁଖୀ—ସ୍ତ୍ରୀ
ସହାସ୍ୟ ବା ପ୍ରସନ୍ନ ମୁଖ —Beaming countenance; smiling face.
=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରିହୀ)
ସହାସ୍ୟମୁଖ — Smiling.