Jump to content

ପ୍ରଫୁଲ୍ଲ ଚିତ୍ତ

ଉଇକିଅଭିଧାନ‌ରୁ

ପ୍ରଫୁଲ୍ଲ ଚିତ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ପ୍ରଫୁଲ୍ଲ+ଚିତ୍ତ)

[ସମ୍ପାଦନା]
୧. ହୃଷ୍ଟ ଚିତ୍ତ; ଆନନ୍ଦିତ ମନ ===


ପ୍ରଫୁଲ୍ଲାନ୍ତଃକରଣ, ପ୍ରଫୁଲ୍ଲଚେତାଃ, ପ୍ରଫୁଲ୍ଲମନାଃଅନ୍ୟରୂପ

୧. Glad heart; cheeful mind.

୨. ସନ୍ତୁଷ୍ଟ ମନ — ୨. Contented mind.

ପ୍ରଫୁଲ୍ଲଚିତ୍ତା, ପ୍ରଫୁଲ୍ଲାନ୍ତଃକରଣା—ସ୍ତ୍ରୀ

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି)

[ସମ୍ପାଦନା]
୧. ସନ୍ତୁଷ୍ଟ ହୃଦୟ — ୧. Contented.
୨. ହୃଷ୍ଟ; ଆନନ୍ଦିତ — ୨. Cheerful; glad.