ପ୍ରବକ୍ତା
ଦେଖଣା
ପ୍ରବକ୍ତା
ଉଚ୍ଚାରଣ
[ସମ୍ପାଦନା](ପ୍ରବକ୍ତୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଂ. (ପ୍ର+ବକ୍ତୃ; ୧ମା. ୧ବ.)
[ସମ୍ପାଦନା]- ୧. ପ୍ରଗଲ୍ଭବକ୍ତା — ୧. Orator.
- ୨. ଶିକ୍ଷକ; ଗୁରୁ —୨. Teacher.
- ୩. ବ୍ୟାଖ୍ୟାକାରକ ବ୍ୟକ୍ତି —୩. Propounder; annotator.
- ୪. ଗଳ୍ପର ଉଦ୍ଭାବକ — ୪. Originator of a story. (Howells)
- ୫. ବେଦାଦିର ଉପଦେଶକ — ୫. A person who devliers discourses on the Bedas.
ସଂସ୍କୃତ - ବିଶେଷଣ - ପୁ.
[ସମ୍ପାଦନା]ବକ୍ରୃତାକାରୀ —Lecturing.