Jump to content

ପ୍ରବଞ୍ଚକ

ଉଇକିଅଭିଧାନ‌ରୁ

ପ୍ରବଞ୍ଚକ

ଉଚ୍ଚାରଣ

[ସମ୍ପାଦନା]
(ପ୍ରବଞ୍ଚିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପ୍ର+ବଞ୍ଚ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]

ପ୍ରତାରକ; ଶଠ; ଧୂର୍ତ୍ତ —Cheating; sly; deceitful; fraudulent.