Jump to content

ପ୍ରବଞ୍ଚିତ

ଉଇକିଅଭିଧାନ‌ରୁ

ପ୍ରବଞ୍ଚିତ

ଉଚ୍ଚାରଣ

[ସମ୍ପାଦନା]
(ପ୍ରବଞ୍ଚିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପ୍ର+ବଞ୍ଚିତ)

[ସମ୍ପାଦନା]

ପ୍ରତାରିତ; ଯେ ଠକାମିରେ ପଡ଼ିଥାଏ —Cheated; defrauded; imposed upon.