ପ୍ରବଣତା
ଦେଖଣା
ପ୍ରବଣତା
ଉଚ୍ଚାରଣ
[ସମ୍ପାଦନା](ପ୍ରବଣ—ବିଣ)
ଧ୍ୱନି (ମାନକ ଓଡ଼ିଆ) (file)
[ପ୍ରବଣ+ଭାବାର୍ଥରେ ତା (ତ୍ୱ)]
[ସମ୍ପାଦନା]- ୧. ଅନୁକୂଳତା — ୧. Tendency.
- ୨. କୌଣସି ବିଷୟପ୍ରତି ମନ ଢଳିବା; ଆସକ୍ତି; ଝୁଙ୍କ —୨. Inclination; propensity; proneness.
- ୩. ଅନୁରୁକ୍ତି —୩. Attachment; devotion.
- ୪. ନମ୍ରତା —୪. Modest; humility.
- ୫. ପୂର୍ଣ୍ଣତା —୫. Saturity; fullness (Apte)