ପ୍ରବନ୍ଧ ନୃତ୍ୟ
ଅଙ୍ଗାଦିର ସୁକୌଶଳପୂର୍ଣ୍ଣ ଚାଳନା ସହ ନୃତ୍ୟ— ବିଶେଷ —A kind of dancing accompanied with tactful and graceful movements of the limbs.
ଗୀତ ରୁହାଇ ଜଗନ୍ନାଥେ ବୋଇଲେ ନୋହିଲା ପ୍ରବନ୍ଧନୃତ୍ୟ— ପ୍ରାଚୀ, ରହସ୍ୟମଞ୍ଜରୀ